Acts 27:22 — Compare Translations

7 translations compared side by side

Odia - 1840
"କିନ୍ତୁ ବର୍ତ୍ତମାନ ମାରେକଥାଶୁଣ ଓ ସାହାସ ଧର। କାରଣ ତୁମ୍ଭମାନଙ୍କ ମଧ୍ଯରୁ କାହାରି ଜୀବନ ୟିବ ନାହିଁ। କବଳେ ଜାହାଜଟି ନଷ୍ଟ ହାଇଯେିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାହାହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ସାହସ ଧରନ୍ତୁ। ଆପଣମାନଙ୍କ ମଧ୍ୟରୁ ଜଣକର ସୁଦ୍ଧା ପ୍ରାଣହାନୀ ହେବ ନାହିଁ, କେବଳ ଜାହାଜଟି ନଷ୍ଟ ହୋଇଯିବ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହସ ଧର। କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ। କେବଳ ଜାହାଜଟି ନଷ୍ଟ ହୋଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ।
Odia IRV 2017 (ଓଡିଆ ବାଇବେଲ)
ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହାସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅತ್ತಾ ತರಿ ತುಮಿ ಉಮ್ಮೆದಿನ್ ರ್‍ಹಾವಾ ದೆವ್ ತುಮ್ಚ್ಯಾ ವಾಂಗ್ಡಾ ಹಾಯ್ ಮನುನ್ ಮಿಯಾ ತುಮ್ಕಾ ಸಾಂಗುಲ್ಲಾ ತುಮ್ಚ್ಯಾತ್ಲೊ ಎಕ್ಲೊಬಿ ಮರಿನಾತ್ ಖರೆ ಢೊನ್ ನಾಸ್ ಹೊವ್ನ್ ಜಾತಾ.