Acts 27:28 — Compare Translations
7 translations compared side by side
Odia - 1840
"ସମାନେେ ଗୋଟିଏ କଡ଼ ରେ ଓଜନ ଓହଳିଥିବା ଦଉଡ଼ି ସାହାୟ୍ଯ ରେ ମାପ କରି ସଠାେରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସମାନେେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ସେମାନେ ମାପ କରି କୋଡ଼ିଏ ବେଁ ପାଣି ପାଇଲେ, ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ପନ୍ଦର ବେଁ ପାଣି ପାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ମାପ କରି ଜାଣିଲେ, ସେଠାରେ ଜଳର ଗଭୀରତା ଚାଳିଶ ମିଟର। ଆଉ ଟିକିଏ ପରେ ଦେଖିଲେ, ଜଳର ଗଭୀରତା ତିରିଶ ମିଟରକୁ କମି ଯାଇଛି।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାଣି ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାନୀ ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಮಾಪಾಚೊ ಗುಂಡೊ ದೊರಿಚ್ಯಾ ತುದಿಕ್ ಭಾಂದುನ್ ತಿ ದೊರಿ ಪಾನಿಯಾತ್ ಸೊಡ್ಲ್ಯಾನಿ ಪಾನಿ ಅಜುನ್ ವಿಸಾರ್ ಸಾ ಮಾನ್ಸಾ ಬರ್ ಖೊಲ್ ಹೊತ್ತೆ ತೆನಿ ಅನಿ ಉಲ್ಲೆ ಧುರ್ ಜಾವ್ನ್ ದೊರಿ ಪಾನ್ಯಾತ್ ಸೊಡುನ್ ಬಗ್ತಾನಾ ಥೈ ಪಾನಿ ವಿಸ್ ಮಾನ್ಸಾ ಭರ್ ಖೊಲ್ ಹೊತ್ತೆ.