Acts 27:29 — Compare Translations

7 translations compared side by side

Odia - 1840
"ସମାନେେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥର ରେ ଧକ୍କା ହାଇଯେିବ। ତେଣୁ ସମାନେେ ଜାହାଜର ପଛପଟେ ଚ଼ା ରୋଟି ଲଙ୍ଗର ପକାଇ ଦିନ ହବୋ ପାଇଁ ଅପେକ୍ଷା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୂଇଁରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ପଛ ଭାଗରୁ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜାହାଜଟି କୌଣସି ପାହାଡ଼ରେ ପିଟି ହୋଇଯିବ ବୋଲି ଆଶଙ୍କା କରି ସେମାନେ ପଛପଟୁ ଚାରୋଟି ଲଙ୍ଗର୍ ପକାଇଲେ ଓ ଦିବାଲୋକର ଅପେକ୍ଷାରେ ରହିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧ‌କ୍‌କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୂମିରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ।
Odia IRV 2017 (ଓଡିଆ ବାଇବେଲ)
କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୁଇଁରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಢೊನಿ ಜಾವ್ನ್ ಮೊಟ್ಯಾ ಗುಂಡ್ಯಾಕ್ ಆದಳ್ತಾ ಮನುನ್ ಚಾಲ್ವುತಲಿ ಲೊಕಾ ಭಿಂಯಾಲಿ, ತಸೆ ಹೊವ್ನ್ ತೆನಿ ಪಾನಿಯಾತ್ ಚಾರ್ ಢೊನಾಕ್ ಭಾಂದುನ್ ಥವ್ತಲೆ ಗೊಕ್ಕೆ ಸೊಡ್ಲ್ಯಾನಿ, ಅನಿ ಲಗ್ಗುನಾ ಉಜ್ವಾಡುಂದಿತ್ ಮನುನ್ ಮಾಗ್ನಿ ಕರ್‍ಲ್ಯಾನಿ.