Acts 27:31 — Compare Translations

7 translations compared side by side

Odia - 1840
"କିନ୍ତୁ ପାଉଲ ସନୋଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, ଏମାନେ ଯଦି ଜାହାଜ ରେ ନରହିବେ, ତବେେ ତୁମ୍ଭମାନେେ କହେି ରକ୍ଷା ପାଇବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପାଉଲ ଶତସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ପାଉଲ ସେନାପତି ଓ ସୈନ୍ୟମାନଙ୍କୁ କହିଲେ, “ନାବିକମାନେ ଜାହାଜରେ ନ ରହିଲେ, ଆପଣମାନଙ୍କ ରକ୍ଷା ପାଇବାର ଆଉ ଆଶା ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାଉଲ ଶତ-ସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପାଉଲ ଶତସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪಾವ್ಲುನ್ ಸೈನಿಕಾಂಚ್ಯಾ ಅಧಿಕಾರ್ಯ್ಯಾಕ್, ಅನಿ ಹುರಲ್ಲ್ಯಾ ಸೈನಿಕಾಕ್ನಿ ಹಿ ಢೊನ್ ಚಾಲ್ವುತಲಿ ಮಾನ್ಸಾ ಢೊನಾತ್ ರ್‍ಹಾಯ್ ನಸ್ತಾನಾ ತುಮ್ಚಿ ಜಿವಾ ಹುರ್ವುನ್ ಘೆವ್ಕ್ ಹೊಯ್ನಾ ಮಟ್ಲ್ಯಾನ್.