Acts 27:33 — Compare Translations

7 translations compared side by side

Odia - 1840
"ପାହାନ୍ତିଆ ସମୟରେ ଠିକ୍ ପୂର୍ବରୁ ପାଉଲ ସମାନଙ୍କେୁ କିଛି ଖାଦ୍ୟ ଖାଇବା ପାଇଁ ଅନୁ ରୋଧ କଲେ। ସେ କହିଲେ, ତୁମ୍ଭମାନେେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚ଼ଉଦ ଦିନ ଧରି ତୁମ୍ଭମାନେେ ଖାଦ୍ୟ ସ୍ପର୍ଶ କରି ନାହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଭୋର ହେବା ପୂର୍ବରୁ ପାଉଲ ସମସ୍ତଙ୍କୁ ଖାଇବା ପାଇଁ ଅନୁଯୋଗ କଲେ। ସେ କହିଲେ, “ଏହି ଚଉଦ ଦିନ ହେଲାଣି, ଆପଣମାନେ କିଛି ଖାଇ ନାହାନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಜುನ್ ಉಜ್ವಾಡುಂಗೆತ್ ರ್‍ಹಾತಾನಾಚ್ ಪಾವ್ಲುನ್ ತೆಂಕಾ ಪೊಟಾಕ್ ಕಾಯ್ತರಿ ಉಲ್ಲೆ ಖಾವಾ ಮನುನ್ ಒತ್ತಾಯ್ ಕರುನ್ ಆಮಿ ಅತ್ತಾ ಚೌದಾ ದಿಸಾ ಕಳ್ದ್ಲಾಂವ್ ಅಜುನ್ ಪತರ್ ತುಮಿ ಕಾಯ್ಬಿ ಖಾವ್ಕ್ ನಾಸಿ,