Acts 27:37 — Compare Translations

7 translations compared side by side

Odia - 1840
"ଜାହାଜ ରେ ସର୍ବ ମାଟେ 276ଜଣ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ଜାହାଜରେ ସର୍ବସୁଦ୍ଧା ଦୁଇଶହ ଛଅସ୍ତରି ଜଣ ପ୍ରାଣୀ ଥିଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେଳେ ଜାହାଜରେ ୨୭୬ ଜଣ ଲୋକ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଜାହାଜରେ ସର୍ବ ମୋଟ 276 ଜଣ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ।
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಢೊನಾತ್ ದೊನ್ಸೆ ಸತ್ತರಾರ್ ಸಾ ಲೊಕಾ ಹೊತ್ತ್ಯಾಂವ್.