Acts 27:39 — Compare Translations
7 translations compared side by side
Odia - 1840
"ଦିନ ହେଲା, ମାତ୍ର ନାବିକମାନେ ସହେି ସ୍ଥାନଟି ଚ଼ିହ୍ନି ପାରିଲେ ନାହିଁ। ସମାନେେ ଗୋଟିଏ ଉପସାଗର କୂଳ ରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସହେି କୂଳ ରେ ଜାହାଜ ଲଗଇବୋ ପାଇଁ ସ୍ଥିର କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦିନ ହୁଅନ୍ତେ, ସେସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପରଦିନ ସକାଳେ କୂଳର କେଉଁ ସ୍ଥାନରେ ଆସି ସେମାନେ ପହଞ୍ôଚଛନ୍ତି, ନାବିକମାନେ ଜାଣିପାରିଲେ ନାହିଁ; କିନ୍ତୁ ସେମାନେ ଦେଖିଲେ, ତାହା ଗୋଟିଏ ଉପସାଗରର ବେଳାଭୂମି। ସେଠାରେ ଜାହାଜ ଲଗାଇବା ପାଇଁ ସ୍ଥିର କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଜାହାଜ ନଷ୍ଟ ହୋଇଗଲା ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ।
Odia IRV 2017 (ଓଡିଆ ବାଇବେଲ)
ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಉಜ್ವಾಡಲ್ಲ್ಯಾ ತನ್ನಾ ಢೊನ್ ಚಾಲ್ವುತಲ್ಯಾಕ್ನಿ ದಂಡೆಕ್ ವಳ್ಕುಕ್ ಹೊವ್ಕ್ ನಾ, ಖರೆ ತೆನಿ ಬಗ್ತಾನಾ ತೆಂಕಾ ಎಕ್ ದರ್ಯಾಚೊ ಫಾಟೊ ದಿಸ್ಲೊ ತ್ಯಾತುರ್ನಾ ಭಾಯ್ರ್ ಯೆವ್ಕ್ ಹೊತಾ ಮನುನ್ ತೆನಿ ಚಿಂತ್ಲ್ಯಾನಿ.