Acts 27:5 — Compare Translations

7 translations compared side by side

Odia - 1840
"ତା'ପରେ ଆମ୍ଭେ କିଲିକିଯା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀ ରେ ପହଞ୍ଚିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିଲିକିଆ ଓ ପଂଫୂଲିଆ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୂକିଆର ମୁରାକୁ ଆସିଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସିଲିଷୀଆ ଓ ପାମ୍ପିଲିଆ ଅତିକ୍ରମ କରି ଲିସିଆର ମାଏରାଠାରେ ପହଞ୍ଚିଲୁ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିଲିକିୟା ଓ ପଂଫୂଲିଆ ଅଞ୍ଚଳ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆ ପ୍ରଦେଶର ମୁରା ସହରକୁ ଆସିଲୁ।
Odia IRV 2017 (ଓଡିଆ ବାଇବେଲ)
କିଲିକିୟା ଓ ପଂଫୂଲିଆ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆର ମୁରାକୁ ଆସିଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಿಲಿಸಿಯಾಕ್ ಅನಿ ಪಾಂಪಿಲಿಯಾಕ್ ಇದ್ರಾಕ್ ಹೊತ್ತ್ಯಾ ಸಮುಂದರಾತ್ನಾ ಅಮಿ ದಾಟ್ಲಾಂವ್ ಅನಿ ಲುಸಿಯಾಚ್ಯಾ ಮುರ್ ಮನ್ತಲ್ಯಾ ಜಾಗ್ಯಾಕ್ ಅಮಿ ಯೆಲ್ಯಾಂವ್.