Acts 27:6 — Compare Translations

7 translations compared side by side

Odia - 1840
"ସଠାେରେ ୟୁଲିଅ ଆଲକଜୋଣ୍ଡ୍ରିଆର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲୋ ସେ ଆମ୍ଭମାନଙ୍କୁ ସେଥି ରେ ଚ଼ଢାଇ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଠାରେ ଶତସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକ୍ଜାଣ୍ତ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରେ ଉକ୍ତ ସେନାପତି ଆଲେକ୍‌ଜାଣ୍ଡ୍ରିଆର ଏକ ଜାହାଜ ଇଟାଲୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାର ଦେଖି ଆମ୍ଭମାନଙ୍କୁ ସେଥିରେ ବସାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ଯୂଲିଅ ଆଲେ‌କ୍‌ଜାଣ୍ଡ୍ରିୟାର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲେ ସେ ଆମ୍ଭମାନଙ୍କୁ ସେଥିରେ ଚଢ଼ାଇ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଠାରେ ଶତ-ସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେଠାରେ ଶତସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಲೆಕ್ಸಾಂಡ್ರಿಯಾಕ್ನಾ ಯೆವ್ನ್ ಮುರಾತ್ ಇಬೆ ಹೊತ್ತೆ ಎಕ್ ಢೊನ್ ಸೈನಿಕಾಂಚ್ಯಾ ಅಧಿಕಾರಿನ್ ಬಗಟ್ಲ್ಯಾನ್, ತಿ ಢೊನ್ ಇಟಲಿಕ್ ಜಾತಲಿ ಹೊಲ್ಲಿ ತಸೆ ಹೊವ್ನ್ ತೆನಿ ಅಮ್ಕಾ ತ್ಯಾ ಢೊನಿತ್ ಚಡ್ವುಲ್ಯಾನ್.