Acts 27:8 — Compare Translations
7 translations compared side by side
Odia - 1840
"ଆମ୍ଭେ କୂଳକେୂଳେ ବହୁତ କଷ୍ଟ ରେ ଯାତ୍ରା କଲୁ। ତା'ପରେ ଆମ୍ଭେ ଲାସାଯା ନଗର ପାଖ 'ସୁନ୍ଦର ବନ୍ଦର' ନାମକ ସ୍ଥାନ ରେ ପହଞ୍ଚିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି କଷ୍ଟରେ କୂଳେ କୂଳେ ଯାଇ ‘ସୁନ୍ଦର ବନ୍ଦରʼ ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସେଥିର ନିକଟବର୍ତ୍ତୀ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ କୂଳେ କୂଳେ ବହୁତ କଷ୍ଟରେ ଲାସିଆ ସହର ନିକଟସ୍ଥ ‘ସୁ-ପୋତାଶ୍ରୟ’ ନାମକ ସ୍ଥାନରେ ପହଞ୍ôଚଲୁ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା’ପରେ ଆମ୍ଭେ ଲାସାୟା ନଗର ପାଖ ‘ସୁନ୍ଦର ବନ୍ଦର’ ନାମକ ସ୍ଥାନରେ ପହଞ୍ଚିଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, କଷ୍ଟରେ କୂଳେ କୂଳେ ଯାଇ “ସୁନ୍ଦର ବନ୍ଦର” ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସହର ସେଥିର ନିକଟବର୍ତ୍ତୀ।
Odia IRV 2017 (ଓଡିଆ ବାଇବେଲ)
ପୁଣି, କଷ୍ଟରେ କୂଳେ କୂଳେ ଯାଇ 'ସୁନ୍ଦର ବନ୍ଦର' ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସେଥିର ନିକଟବର୍ତ୍ତୀ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಕಾ ಲೈ ತರಾಸ್ ಹೊತ್ತೊ ಅನಿ ಸಮುಂದರಾಕ್ನಿ ಗಾವಾ ಜಗ್ಗೊಳ್ ಹೊತ್ತ್ಯಾಕ್ನಾಚ್ ಅಮಿ ಜಾಯ್ತ್ ಹೊತ್ತ್ಯಾಂವ್, ಮಾನಾ ಅಮಿ ಸುರಕ್ಷಿತ ಬಂದರು ಮನ್ತಲ್ಯಾ ಜಾಗ್ಯಾಕ್ ಪಾವ್ಲಾಂವ್, ಲಸಾಯ್ ಮನ್ತಲೆ ಶಾರ್ ಜಗ್ಗೊಳ್ ಹೊತ್ತೆ.