Acts 28:1 — Compare Translations
7 translations compared side by side
Odia - 1840
"ଆମ୍ଭେ ନିରାପଦ ରେ କୂଳ ରେ ପହଞ୍ଚିବା ପରେ ଜାଣିଲୁ ଯେ, ସହେି ଉପଦ୍ବୀପର ନାମ ମଲେିତୀ। ସେତବେେଳେ ବର୍ଷା ହେଉଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ଵୀପ ମେଲିତୀ ବୋଲି ଜାଣିଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ନିରାପଦରେ କୂଳକୁ ଯାଇ ଦେଖିଲୁ ଯେ ଆମ୍ଭେମାନେ ମାଲ୍ଟା ଦ୍ୱୀପରେ ପହଞ୍ଚିଛୁ।
Odia Bible ERV 2004 (ପବିତ୍ର ବାଇବଲ)
ମେଲିତୀ ଦ୍ୱୀପରେ ପାଉଲ ଆମ୍ଭେ ନିରାପଦରେ କୂଳରେ ପହଞ୍ଚିବା ପରେ ଜାଣିଲୁ ଯେ, ସେହି ଉପଦ୍ୱୀପର ନାମ ମେଲିତୀ ସେତେବେଳେ ବର୍ଷା ହେଉଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ।
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಬರ್ಯ್ಯಾನ್ ದಂಡೆಕ್ ಪಾವ್ಲ್ಯಾ ಮಾನಾ ತೊ ಜಾಗೊ ಮಾಲ್ಟ್ ಮನ್ತಲೆ ದ್ವಿಪ್ ಮನುನ್ ಅಮ್ಕಾ ಗೊತ್ತ್ ಹೊಲೆ.