Acts 28:11 — Compare Translations
7 translations compared side by side
Odia - 1840
"ଆମ୍ଭେ ତିନି ମାସ ପରେ ଆଲକଜୋଣ୍ଡ୍ରିଆ ନଗରୀ ରେ ଗୋଟିଏ ଜାହାଜ ରେ ଚ଼ଢ଼ି ପୁଣି ଯାତ୍ରା କଲୁ। ତା'ର ନାମ ମିଥୁନ ଥିଲା। ଏହି ଜାହାଜଟି ମଲେିତୀ ଦ୍ବୀପରେ ଶୀତକାଳ ବିତାଇଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍ଜାଣ୍ତ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ଵୀପରେ ଶୀତକାଳ କଟାଇଥିଲା, ତାʼର ଚିହ୍ନ ମିଥୁନ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଲେକ୍ଜାଣ୍ଡ୍ରିଆଠାରୁ ଆସିଥିବା “ଯୁଗ୍ମ ଦେବତା” ନାମକ ଗୋଟିଏ ଜାହାଜ ମାଲ୍ଟା ଦ୍ୱୀପରେ ଶୀତ ଋତୁ ଅତିବାହିତ କରିଥିଲା। ଦ୍ୱୀପରେ ତିନିମାସ ରହିବା ପରେ ଆମେ ସେହି ଜାହାଜରେ ବସି ପୁଣି ଯାତ୍ରା ଆରମ୍ଭ କଲୁ।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲଙ୍କ ରୋମକୁ ଗମନ ଆମ୍ଭେ ତିନି ମାସ ପରେ ଆଲେକ୍ଜାଣ୍ଡ୍ରିୟା ନଗରୀରେ ଗୋଟିଏ ଜାହାଜରେ ଚଢ଼ି ପୁଣି ଯାତ୍ରା କଲୁ। ତା’ର ନାମ ମିଥୁନ ଥିଲା। ଏହି ଜାହାଜଟି ମେଲିତୀ ଦ୍ୱୀପରେ ଶୀତକାଳ ବିତାଇଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ।
Odia IRV 2017 (ଓଡିଆ ବାଇବେଲ)
ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿನ್ ಮ್ಹಯಿನೆ ಹೊಲ್ಲ್ಯಾ ಮಾನಾ ಅಲೆಕ್ಸಾಂಡ್ರಿಯಾ ಮನ್ತಲ್ಯಾ ಶಾರಾಕ್ನಾ ಯೆಲ್ಲ್ಯಾ ಎಕ್ ಢೊನಾತ್ ಅಮಿ ಚಡ್ಲಾಂವ್ ಥಂಡೆಚ್ಯಾ ಸಾಟ್ನಿ ತಿ ಢೊನ್ ಮಾಲ್ಟ್ ದ್ವಿಪಾತುಚ್ ಹೊತ್ತಿ ತ್ಯಾ ಢೊನಾಚ್ಯಾ ಫಿಡೆ ಅವ್ಳಿ ಜವ್ಳಿ ಗ್ರಿಕ್ ದೆವತೆಂಚ್ಯಾ ಮುರ್ತಿಯಾಂಚ್ಯೊ ಛಪ್ಪೊ ಹೊತ್ತೊ.