Acts 28:2 — Compare Translations

7 translations compared side by side

Odia - 1840
"ବହୁତ ଥଣ୍ଡା ଲାଗୁଥିଲା, ଦ୍ବୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦଖାଇେଲେ। ସମାନେେ ଆମ୍ଭପାଇଁ ନିଆଁ ଜଳଇେ ଆମ୍ଭକୁ ସ୍ବାଗତ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅଭ୍ୟର୍ଥନା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାକାର ଆଦିମ ଅଧିବାସୀମାନେ ଆମ୍ଭମାନଙ୍କ ପ୍ରତି ସ୍ନେହଭାବ ଦେଖାଇଲେ। ସେତେବେଳେ ବର୍ଷା ପଡ଼ି ଶୀତ ହେଉଥିଲା। ତେଣୁ ସେମାନେ ନିଅାଁ ଜାଳି ଆମମାନଙ୍କୁ ସ୍ୱାଗତ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ବହୁତ ଥଣ୍ଡା ଲାଗୁଥିଲା, ଦ୍ୱୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦେଖାଇଲେ। ସେମାନେ ଆମ୍ଭପାଇଁ ନିଆଁ ଜଳେଇ ଆମ୍ଭକୁ ସ୍ୱାଗତ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅଭ୍ୟର୍ଥନା କଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅବ୍ୟର୍ଥନା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪಾವ್ಸ್ ಪಡಿತ್ ಹೊತ್ತೊ, ಅನಿ ಲೈ ಥಂಡ್ ಕರಿ ಖರೆ ಥೈತ್ಲ್ಯಾ ಲೊಕಾನಿ ಅಮ್ಕಾ ವಿಶೆಸ್ ಕಾಳ್ಜಿ ದಾಕ್ವುನ್ ಅಮ್ಚ್ಯಾ ಸಾಟ್ನಿ ಧುಮಿ ಪೆಟ್ವುನ್ ಅಮ್ಕಾ ಸಗ್ಳ್ಯಾಕ್ನಿ ಬಲ್ವುಲ್ಯಾನಿ.