Acts 28:26 — Compare Translations
7 translations compared side by side
Odia - 1840
"'ଏହି ଲୋକମାନଙ୍କ ପାଖକୁ ଯାଅ ଓ ସମାନଙ୍କେୁ କୁହ ଯେ ତୁମ୍ଭମାନେେ ଶୁଣିବ, କିନ୍ତୁ ବୁଝିବ ନାହିଁ। ତୁମ୍ଭମାନେେ ଚ଼ାହୁଁଥିବ, ଓ ଦେଖୁଥିବ କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
“ଏହି ଲୋକମାନଙ୍କ ନିକଟକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେ କହିଥିଲେ: ‘ଏ ଲୋକମାନଙ୍କୁ ଯାଇ କୁହ - ତୁମ୍ଭେମାନେ ଶୁଣିବ, ବହୁତ ଶୁଣିବ, କିଛି ବୁଝିବ ନାହିଁ। ତୁମ୍ଭେମାନେ ଚାହିଁ ରହିବ, କିନ୍ତୁ ଦେଖିପାରିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
‘ଏହି ଲୋକମାନଙ୍କ ପାଖକୁ ଯାଅ ଓ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ଶୁଣିବ, କିନ୍ତୁ ବୁଝିବ ନାହିଁ। ତୁମ୍ଭେମାନେ ଗ୍ଭହୁଁଥିବ, ଓ ଦେଖୁଥିବ କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଏହି ଲୋକମାନଙ୍କ ପାଖକୁ ଯାଇ କୁହ, ‘ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
Odia IRV 2017 (ଓଡିଆ ବାଇବେଲ)
ଏହି ଲୋକମାନଙ୍କ ପାଖକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ,କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಜಾ ಅನಿ ಹ್ಯಾ ಲೊಕಾಕ್ನಿ ಅಶೆ ಸಾಂಗ್ ತೆ ಕಾಯ್ ಮಟ್ಲ್ಯಾರ್, ತುಮಿ ಆಯಿಕ್ತ್ಯಾಸಿ ಖರೆ ಕಳ್ವುನ್ ಘೆಯ್ನ್ಯಾಸಿ, ಬಗ್ತ್ಯಾಸಿ ಖರೆ ತುಮ್ಕಾ ದಿಸಿನಾ.