Acts 28:29 — Compare Translations

5 translations compared side by side

Odia - 1840
"ସମାନେେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
[ଆଉ, ସେ ଏହିସବୁ କଥା କହନ୍ତେ, ଯିହୁଦୀମାନେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ ।]
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
[ଆଉ ସେ ଏହିସବୁ କଥା କହନ୍ତେ ଯିହୁଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ।]
Odia IRV 2017 (ଓଡିଆ ବାଇବେଲ)
[ଆଉ ସେ ଏହି ସବୁ କଥା କହନ୍ତେ ଯିହୂଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ ।]
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ನಾಚೊಚ್ ಲೈ ಬುರ್ಶ್ಯಾರಿತಿನ್ ವಾದ್ ಕರುನ್ ಘೆತ್ ಥೈತ್ನಾ ತೆನಿ ಗೆಲೆ.