Acts 3:9 — Compare Translations

7 translations compared side by side

Odia - 1840
"ସମସ୍ତେ ତାହାକୁ ଚାଲିବାର ଓ ଇଶ୍ବରଙ୍କର ପ୍ରଶଂସା କରିବାର ଦେଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଲୋକସମସ୍ତେ ତାହାକୁ ଚାଲିବା ଓ ଈଶ୍ଵରଙ୍କ ପ୍ରଶଂସା କରିବା ଦେଖିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାର ଲୋକମାନେ ତାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ;
Odia Bible ERV 2004 (ପବିତ୍ର ବାଇବଲ)
ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ବରଙ୍କ ପ୍ରଶଂସା କରିବା ଦେଖିଲେ,
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈತ್ಲ್ಯಾ ಲೊಕಾನಿ ತೊ ಸೊಟ್ಟೊ ಉಟುನ್ ಚಲ್ತಲೆ, ಅನಿ ದೆವಾಕ್ ಸ್ತುತಿ ಕರ್‍ತಲೆ ಬಗಟ್ಲ್ಯಾನಿ.