Acts 4:6 — Compare Translations

7 translations compared side by side

Odia - 1840
"ସଠାେରେ ହାନାନ ମହାୟାଜକ, କଯାଫା, ଯୋହନ, ଆଲେକ୍ଜାଣ୍ଡର ଓ ମହାୟାଜକୀୟ ପରିବାରର ସମସ୍ତେ ମଧ୍ଯ ଉପସ୍ଥିତ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ତର, ପୁଣି ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ଡର ଓ ପ୍ରଧାନ ଯାଜକ ପରିବାରର ଅନ୍ୟାନ୍ୟମାନଙ୍କୁ ଭେଟିଲେ ଓ ପ୍ରେରିତ
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ಅನ್ನಾನ್, ಕಾಯಫ್, ಜುವಾಂವ್, ಅನಿ ಅಲೆಗ್ಸಾಂಡರ್ ಬಿ ಹೊತ್ತೊ, ಮೊಟ್ಯಾ ಯಾಜಕಾಚ್ಯಾ ಘರಾನಾಕ್ ಸಮಂದ್ ಪಡಲ್ಲಿ ಲೊಕಾ ಥೈ ಹೊತ್ತೆ.