Acts 4:9 — Compare Translations
7 translations compared side by side
Odia - 1840
"ଏହି େଛାଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମ ରେ କ'ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ'ଣ ପଚ଼ାରୁଛନ୍ତି ଯେ କେଉଁ ବିଷୟ ଦ୍ବାରା ସେ ସୁସ୍ଥ ହାଇପୋରିଲା?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି,
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ଆଜି ଆମେ ଏହି ଛୋଟା ପାଇଁ କରିଥିôବା ଉତ୍ତମ କାର୍ଯ୍ୟ ବିଷୟରେ ଆପଣମାନେ ପ୍ରଶ୍ନ କରୁଛନ୍ତି ଓ ସେ କିପରି ସୁସ୍ଥ ହେଲା ବୋଲି ଜାଣିବାକୁ ଚାହୁଁଛନ୍ତି,
Odia Bible ERV 2004 (ପବିତ୍ର ବାଇବଲ)
ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ’ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ’ଣ ପଗ୍ଭରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସେ ସୁସ୍ଥ ହୋଇପାରିଲା?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି?
Odia IRV 2017 (ଓଡିଆ ବାଇବେଲ)
ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ,ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ಸೊಟ್ಯಾಕ್ ಹೊಲ್ಯಾ ಬರ್ಯಾಸಾಟಿ ತುಮಿ ಮಾಕಾ ಪರಸ್ನೆ ಕರುಕ್ ಲಾಗ್ಲ್ಯಾಶಿ.