Acts 5:10 — Compare Translations
7 translations compared side by side
Odia - 1840
"ସେ ସ୍ତ୍ରୀ ଲୋକଟି ମଧ୍ଯ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ୟୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନଇଗେଲେ ଓ ତାହାର ସ୍ବାମୀ ପାଖ ରେ ତାହାକୁ କବର ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତତ୍କ୍ଷଣାତ୍ ସେ ତାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ଵାମୀ ପାଖରେ ତାହାକୁ ସମାଧି ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହିକ୍ଷଣି ସେ ପିତରଙ୍କ ଗୋଡ଼ ପାଖରେ ପଡ଼ି ପ୍ରାଣ ହରାଇଲା। ଯୁବକମାନେ ଭିତରକୁ ଆସି ତାକୁ ମୃତ ଥିବା ଦେଖି ତାକୁ ବୋହି ନେଇଗଲେ ଏବଂ ତା’ର ସ୍ୱାମୀର ସମାଧି ନିକଟରେ ତାକୁ ସମାଧିସ୍ଥ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସ୍ତ୍ରୀଲୋକଟି ମଧ୍ୟ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା’ପରେ ଯୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନେଇଗଲେ ଓ ତାହାର ସ୍ୱାମୀ ପାଖରେ ତାହାକୁ କବର ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହିକ୍ଷଣି ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେହିକ୍ଷଣୀ ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತಾಬೊಡ್ತೊಬ್ ಸಾಫಿರಾಬಿ ತೆಜಾ ಪಾಂಯಾಂಚ್ಯಾ ಫಿಡ್ಯಾತ್ ಪಡುನ್ ಜಿವ್ ಸೊಡ್ಲಿನ್, ತಿ ದಾಂಡ್ಗಿ ಲೊಕಾ ಭುತ್ತುರ್ ಯೆವ್ನ್ ಬಗ್ತಾನಾ ತಿ ಬಿ ಮರುನ್ ಪಡಲ್ಲಿ ತೆನಿ ತೆಕಾ ಉಕ್ಲುನ್ ಘೆವ್ನ್ ಜಾವ್ನ್ ತಿಚ್ಯಾ ಘವಾಚ್ಯಾ ಭಾಜುಕ್ ಮಾಟಿ ಕರ್ಲ್ಯಾನಿ.