Acts 5:22 — Compare Translations

7 translations compared side by side

Odia - 1840
"କିନ୍ତୁ ସହେି ଲୋକମାନେ କାରାଗାର ରେ ପ୍ ରରେିତମାନଙ୍କୁ ନପାଇ ଫରେିଗଲେ ଓ ଯାଇ ସମାନଙ୍କେୁ ଏହି ଖବର ଦେଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରି ଆସି କହିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ କର୍ମଚାରୀମାନେ କାରାଗାରରେ ପ୍ରେରିତ ଶିଷ୍ୟମାନଙ୍କୁ ନ ପାଇ ଫେରି ଆସିଲେ ଏବଂ ମହାସଭାକୁ ଜଣାଇଲେ,
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସେହି ଲୋକମାନେ କାରାଗାରରେ ପ୍ରେରିତମାନଙ୍କୁ ନ ପାଇ ଫେରିଗଲେ ଓ ଯାଇ ସେମାନଙ୍କୁ ଏହି ଖବର ଦେଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ ಸೆವಕಾ ಬಂದಿಖಾನ್ಯಾತ್ ಗೆಲ್ಲ್ಯಾ ತನ್ನಾ ಥೈ ಅಪೊಸ್ತಲಾ ದಿಸುಕ್ ನಾತ್ ತೆನಿ ಪಾಟಿ ಪರ್ತುನ್ ಯೆವ್ನ್ ನ್ಯಾಯಾ ಸಭೆಕ್ ಕಳ್ವುನ್ಗೆತ್,