Acts 5:23 — Compare Translations

7 translations compared side by side

Odia - 1840
"ଆମ୍ଭେ କାରାଗାର ରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ବାର ପାଖ ରେ ଠିଆ ହବୋର ମଧ୍ଯ ଦେଖିଲୁ। କିନ୍ତୁ ଆମ୍ଭେ ଯେତବେେଳେ କାରାଗାର ଖାଲିେ ଦେଖିଲୁ, ସେତବେେଳେ ସଠାେରେ କହେି ନଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ ରୂପେ ରୁଦ୍ଧ ହୋଇଅଛି ଓ ଦ୍ଵାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ଵାର ଫିଟାନ୍ତେ, ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“କାରାଗାରରେ ପହଞ୍ôଚ ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ ଭାବରେ ରୁଦ୍ଧ ହୋଇଛି ଓ ପ୍ରହରୀମାନେ ଦ୍ୱାର ସାମ୍ନାରେ ପହରା ଦେଉଛନ୍ତି, କିନ୍ତୁ ଫାଟକ ଖୋଲିବା ପରେ ଭିତରେ ଆମେ କାହାକୁ ପାଇଲୁ ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
“ଆମ୍ଭେ କାରାଗାରରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ୱାର ପାଖରେ ଠିଆ ହେବାର ମଧ୍ୟ ଦେଖିଲୁ। କିନ୍ତୁ ଆମ୍ଭେ ଯେତେବେଳେ କାରାଗାର ଖୋଲି ଦେଖିଲୁ, ସେତେବେଳେ ସେଠାରେ କେହି ନ ଥିଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ।
Odia IRV 2017 (ଓଡିଆ ବାଇବେଲ)
"ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಬಂಧಿಖಾನೊ ದಾಪಲ್ಲೊ ಹೊತ್ತೊ, ಅನಿ ಚಾವಿ ಲಾವಲ್ಲಿ ಹೊತ್ತಿ ರಾಕ್ವಾಲಿ ದಾರಾಚ್ಯಾ ಜಗ್ಗೊಳ್ ಇಬೆ ಹೊತ್ತೆ, ಖರೆ ಅಮಿ ಧಾರ್ ಕಾಡುನ್ ಬಗಲ್ಲ್ಯಾ ತನ್ನಾ ಬಂದಿಖಾನೊ ಖಾಲಿ ಹೊತ್ತೊ!” ಮಟ್ಲ್ಯಾನಿ.