Acts 5:7 — Compare Translations

7 translations compared side by side

Odia - 1840
"ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା' ସ୍ତ୍ରୀ ଶଫୀରା ସଠାେରେ ପହଞ୍ଚିଲା। ସେ ଏହି ଘଟଣା ବିଷୟ ରେ କିଛି ମଧ୍ଯ ଜାଣି ନଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କʼଣ ଘଟିଅଛି, ତାହା ସେ ଜାଣି ନ ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରାୟ ତିନି ଘଣ୍ଟା ପରେ ହନନୀୟର ସ୍ତ୍ରୀ ଆସି ପହଞ୍ଚିଲା। ସେ ଏ ଘଟଣା ବିଷୟ ଜାଣି ନ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା’ ସ୍ତ୍ରୀ ଶଫୀରା ସେଠାରେ ପହଞ୍ଚିଲା। ସେ ଏହି ଘଟଣା ବିଷୟରେ କିଛି ମଧ୍ୟ ଜାଣି ନ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କଅଣ ଘଟିଅଛି, ତାହା ସେ ଜାଣି ନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କ'ଣ ଘଟିଅଛି, ତାହା ସେ ଜାଣି ନ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಗ್ಗೊಳ್, ಜಗ್ಗೊಳ್ ತಿನ್ ತಾಸ್ ಹೊಲ್ಲ್ಯಾ ಮಾನಾ ತೆಚಿ ಬಾಯ್ಕೊ ಸಾಫಿರಾ ಭುತ್ತುರ್ ಯೆಲಿ ಹಿತ್ತೆ ಹೊಲ್ಲಿ ಸಂಗ್ತಿಯಾ ತಿಕಾ ಗೊತ್‍ ನತ್ತಿ.