Acts 7:13 — Compare Translations
7 translations compared side by side
Odia - 1840
"ସମାନଙ୍କେର ଦ୍ବିତୀୟ ଥର ୟିବା ସମୟରେ ଯୋଷଫେ ନିଜ ଭାଇମାନଙ୍କ ପାଖ ରେ ପରିଚ଼ିତ ହେଲେ ଓ ଫାରୋ ଯୋଷଫଙ୍କେ ପରିବାର ବିଷୟ ରେ ଜାଣିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଦ୍ଵିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାକୁ ସେମାନେ ଦ୍ୱିତୀୟ ଥର ଯିବା ସମୟରେ ଯୋସେଫ ତାଙ୍କ ଭାଇମାନଙ୍କ ନିକଟରେ ନିଜର ପରିଚୟ ଦେଲେ ଓ ମିସରର ରାଜା ଯୋସେଫଙ୍କ ପରିବାର ବିଷୟରେ ଅବଗତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುಜೆಚಿ ಭಾವಾ ದೊನ್ವ್ಯಾಪಟಿ ಯೆಲ್ಲ್ಯಾ ತನ್ನಾ ಅಪ್ಲಿ ವಳಕ್ ಭಾವಾಕ್ನಿ ಸಾಂಗ್ಲ್ಯಾನ್, ಅನಿ ಜುಜೆಚ್ಯಾ ಘರಾನ್ಯಾಚ್ಯಾ ಬದಲ್ ಫೆರೊಹ್ ರಾಜಾಕ್ಬಿ ಗೊತ್ತ್ ಹೊಲೆ.