Acts 7:14 — Compare Translations

7 translations compared side by side

Odia - 1840
"ତେଣୁ ଯୋଷଫେ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡ଼କଇେ ଆଣିଲେ। ସମାନେେ ସମୁଦାୟ ସତୁରି ଜଣ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତତ୍ପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ଵ ସମସ୍ତଙ୍କୁ ଡକାଇ ପଠାଇଲେ । ସେଥିରେ ଯାକୁବ ମିସରକୁ ଗଲେ।;
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ଯୋସେଫ ତାଙ୍କ ପିତା ଯାକୁବ ଓ ତାଙ୍କ ପରିବାରର ସମୁଦାୟ ପଞ୍ଚସ୍ତରୀ ଜଣଙ୍କୁ ମିସରକୁ ଆସିବା ପାଇଁ ନିମନ୍ତ୍ରଣ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇ ପଠାଇଲେ। ସେଥିରେ ଯାକୁବ ମିସରକୁ ଗଲେ,
Odia IRV 2017 (ଓଡିଆ ବାଇବେଲ)
ତା'ପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇପଠାଇଲେ । ସେଥିରେ ଯାକୁବ ମିସରକୁ ଗଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಜುಜೆನ್ ಅಪ್ಲೊ ಬಾಬಾ ಜಾಕೊಬ್ ಅನಿ ಅಪ್ಲ್ಯಾ ಸಗ್ಳ್ಯಾ ಘರಾನ್ಯಾಚ್ಯಾ ಲೊಕಾಕ್ನಿ ಇಜಿಪ್ತಾಕ್ ಬಲ್ವುನ್ ಘೆಟ್ಲ್ಯಾನ್, ತೆನಿ ಸಗ್ಳೆ ಮಿಳುನ್ ಸತ್ತರಾರ್ ಸಾತ್ ಲೊಕಾ ಹೊತ್ತೆ.

Recommended Reading