Acts 7:15 — Compare Translations

7 translations compared side by side

Odia - 1840
"ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସଠାେରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ଯୁ ବରଣ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷ-ମାନେ ପ୍ରାଣତ୍ୟାଗ କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯାକୁବ ମିସର ଦେଶକୁ ଗଲେ, ସେଠାରେ ତାଙ୍କର ଓ ତାଙ୍କ ପୁତ୍ରମାନଙ୍କର ମୃତ୍ୟୁ ହେଲା।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଓ ଆମ୍ଭମାନଙ୍କର ପିତୃ-ପୁରୁଷମାନେ ପ୍ରାଣତ୍ୟାଗ କଲେ,
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ନିଜେ ଓ ଆମ୍ଭମାନଙ୍କର ପିତୃପୁରୁଷମାନେ ପ୍ରାଣତ୍ୟାଗ କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಜಾಕೊಬ್ ಇಜಿಪ್ತ್ ದೆಶಾಕ್ ಗೆಲೊ, ಅಮ್ಚ್ಯಾ ಪುರ್ವಜಾಂಚೆ ಮ್ಹರಾನ್ ಹೊಯ್ ಪತರ್ ಬಿ ತೆನಿ ಥೈಚ್ ಹೊತ್ತೆ.