Acts 7:16 — Compare Translations

7 translations compared side by side

Odia - 1840
"ସମାନଙ୍କେୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରାହାମ ହ ମାରେର ପୁତ୍ରମାନଙ୍କୁ ପାଖରୁ କିଛି ରୂପା ଟଙ୍କା ଦଇେ କିଣିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କର ମୃତ ଦେହ ଶିଖେମକୁ ନିଆଗଲା ଓ ଅବ୍ରହାମ ହାମୋରା ଲୋକମାନଙ୍କଠାରୁ କିଣିଥିବା କବର ସ୍ଥାନରେ ସେମାନଙ୍କୁ ସମାଧି ଦିଆଗଲା।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନଙ୍କ ମୃତ ଶରୀର, ଶିଖିମକୁ ନିଆଯାଇ, ଅବ୍ରହାମ ସେଠାକାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି-ସ୍ଥାନକୁ ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନେ ଶିଖିମକୁ ନିଆଯାଇ, ଅବ୍ରହାମ ସେଠାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି ରୌପ୍ୟ ମୂୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ತೆಂಚಿ ಹಾಡ್ಡಾ ಶೆಕೆಮಾಕ್ ನ್ಹೆವ್ನ್ ಹೊಲೆ,ಅನಿ ಅಬ್ರಾಹಾಮಾನ್ ಹೆಮೊರಾಚ್ಯಾ ಪೊರಾಕ್ನಿ ಚಾಂದಿಚೆ ಪೈಸೆ ದಿವ್ನ್ ಇಕಾತ್ ಘೆಟಲ್ಯಾ ಸಮಾದಿತ್ ತೆಂಕಾ ಮಾಟಿ ದಿವ್ನ್ ಹೊಲೆ.