Acts 7:20 — Compare Translations
7 translations compared side by side
Odia - 1840
"ଏହି ସମୟରେ ମାଶାେ ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘ ରେ ତିନିମାସ ପର୍ୟ୍ଯନ୍ତ ଲାଳନପାଳନ କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଦିବ୍ୟ ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ସମୟରେ ମୋଶା ଜନ୍ମ ହେଲେ। ସେ ଥିଲେ ଗୋଟିଏ ଅତି ସୁନ୍ଦର ଶିଶୁ। ଘରେ ତିନିମାସ ପର୍ଯ୍ୟନ୍ତ ସେ ପାଳିତ ହେଲେ
Odia Bible ERV 2004 (ପବିତ୍ର ବାଇବଲ)
“ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ବରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಎಳಾರ್ ಮೊಯ್ಜೆ ಉಪಾಜ್ಲೊ, ಅನಿ ತೊ ಬಗುಕ್ ಎಗ್ದಮ್ ಬರೊ ದಿಸಿ ಅನಿ ತೆಚ್ಯಾ ಬಾಬಾಚ್ಯಾ ಘರಾತ್ ತೆಕಾ ತಿನ್ ಮೈನೆ ಬಾಳ್ಗುನ್ ಹೊಲೆ.