Acts 7:22 — Compare Translations
7 translations compared side by side
Odia - 1840
"ମାଶାେ ମିଶରବାସୀମାନଙ୍କର ସମସ୍ତ ବିଦ୍ଯା ରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ଯ ଓ କାମ ରେ ଶକ୍ତିଶାଳୀ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ମିସରର ସମସ୍ତ ଜ୍ଞାନରେ ଶିକ୍ଷା ପାଇଲେ, ତାଙ୍କର କଥା ଓ କାର୍ଯ୍ୟରେ ଜଣେ ମହାନ୍ ବ୍ୟକ୍ତି ରୂପେ ପରିଚିତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಇಜಿಪ್ತ್ ದೆಶಾತ್ಲಿ ಸಗ್ಳ್ಯಿ ಶಿಕಾಪಾ ಸಿಕ್ವುಲ್ಯಾನಿ, ತೊ ಬೊಲ್ನ್ಯಾತ್ನಿ ಅನಿ ಉಶ್ಯಾರ್ಕಿಚಿ ಕಾಮಾ ಕರುಕ್ ತಯಾರ್ ಹೊಲೊ.