Acts 7:23 — Compare Translations

7 translations compared side by side

Odia - 1840
"ତାହାଙ୍କୁ ଚ଼ାଳିଶବର୍ଷ ବୟସ ହବୋ ବେଳେ ସେ ନିଜ ଭାଇମାନଙ୍କୁ ତଥା ଇଶ୍ରାୟେଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାଙ୍କ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍, ଇସ୍ରାଏଲ ସନ୍ତାନମାନଙ୍କୁ ସଂଖୋଳିବା ନିମନ୍ତେ ତାଙ୍କ ଇଚ୍ଛା ଜାତ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
“ମୋଶାଙ୍କର ବୟସ ଯେତେବେଳେ ଚାଳିଶ ବର୍ଷ, ସେ ତାଙ୍କର ଇଶ୍ରାୟେଲୀୟ ଭାଇମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି, ତାହା ଜାଣିବାକୁ ସ୍ଥିର କଲେ।
Odia Bible ERV 2004 (ପବିତ୍ର ବାଇବଲ)
“ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍‍ ଇସ୍ରାଏଲ ସନ୍ତାନମାନଙ୍କୁ, ସାକ୍ଷାତ କରିବା ନିମନ୍ତେ ତାହାଙ୍କ ମନରେ ଇଚ୍ଛା ଜାତ ହେଲା।
Odia IRV 2017 (ଓଡିଆ ବାଇବେଲ)
ତା'ଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଇସ୍ରାଏଲ ସନ୍ତାନମାନଙ୍କୁ, ପରିଦର୍ଶନ କରିବା ନିମନ୍ତେ ତା'ଙ୍କ ଇଚ୍ଛା ଜାତ ହେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾ ಚಾಳಿಸ್ ವರ್ಸಾ ಹೊಲ್ಯಾ ತನ್ನಾ ಇಸ್ರಾಯೆಲಾತ್ನಾ ಯೆವ್ನ್ ಹೊತ್ಯಾ ಅಪ್ಲ್ಯಾ ಭಾವಾಕ್ನಿ ಭೆಟುಚೆ ಮನುನ್ ನಿರ್ದಾರ್ ಕರ್ಲ್ಯಾನ್,