Acts 7:26 — Compare Translations

7 translations compared side by side

Odia - 1840
"ତା' ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧିଅରେ କଳି କରୁଥିବାର ଦେଖିଲେ। ସେ ସମାନଙ୍କେ ମଧିଅରେ ଶାନ୍ତି ସ୍ଥାପନ କରିବାକୁ ଚେ଼ଷ୍ଟା କଲେ ଓ କହିଲେ, ' ହେ ଲୋକମାନେ, ତୁମ୍ଭମାନେେ ପରସ୍ପର ଭାଇଭାଇ। ତୁମ୍ଭମାନେେ ପରସ୍ପର ଭିତ ରେ କାହିଁକି କଳି କରୁଛ?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରିଦିନ ସେମାନେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକଆରେକ ପ୍ରତି ଅନ୍ୟାୟ କରୁଅଛ?
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପର ଦିନ ସେ ଦୁଇଜଣ ଇଶ୍ରାୟେଲୀୟଙ୍କୁ କଳହ କରୁଥିବା ଦେଖିଲେ ଓ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ। ସେ କହିଲେ, ‘ଶୁଣ, ତୁମେ ଦୁଇଜଣ ତ ଇଶ୍ରାୟେଲୀୟ ଭାଇ। କାହିଁକି ଏପରି କଳି କରୁଛ?’
Odia Bible ERV 2004 (ପବିତ୍ର ବାଇବଲ)
“ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରଦିନ ସେମାନେ ପରସ୍ପର ମଧ୍ୟରେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ-ଆରେକ ପ୍ରତି ଅନ୍ୟାୟ କରୁଅଛ?
Odia IRV 2017 (ଓଡିଆ ବାଇବେଲ)
ପରଦିନ ସେମାନେ ଝଗଡ଼ା କରୁଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ ଆରେକ ପ୍ରତି ଅନ୍ୟାୟ କରୁଅଛ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರ್ಯಾಂದಿಸಿ ತೆನಿ ಎಕಾಮೆಕಾಕ್ನಿ ಮಾರುನ್ ಘೆಯ್ತ್ ರಾತಾನಾ ತೊ ಮೊಯ್ಜೆ ತೆಂಚ್ಯಾ ಇದ್ರಾಕ್ ಯೆವ್ನ್ ಸಮಾಧಾನ್ ಕರುಕ್ ಸಾಟ್ನಿ ತೆಂಕಾ, ತುಮಿ ಭಾವ್ ಭಾವಾ ಹೊವ್ನ್ ಬಿ ಕಶ್ಯಾಕ್ ಎಕಾಮೆಕಾಕ್ ದುಕ್ವುನ್ ಘೆತ್ಯಾಶಿ? ಮನುನ್ ಇಚಾರುಕ್ ಗೆಲೊ.