Acts 7:31 — Compare Translations

7 translations compared side by side

Odia - 1840
"ମାଶାେ ସେ ଦୃଶ୍ଯ ଦେଖି ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ୟିବାବଳକେୁ ସେ ପ୍ରଭୁଙ୍କର ସ୍ବର ଶୁଣିଲେ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି ଭଲ ରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ମୋଶା ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ, ଆଉ ଟିକିଏ ଭଲ କରି ଦେଖିବା ପାଇଁ ବୁଦା ନିକଟକୁ ଗଲେ। କିନ୍ତୁ ସେ ପ୍ରଭୁଙ୍କର ବାଣୀ ଶୁଣିଲେ,
Odia Bible ERV 2004 (ପବିତ୍ର ବାଇବଲ)
ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲ ରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
Odia IRV 2017 (ଓଡିଆ ବାଇବେଲ)
ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮೊಯ್ಜೆಕ್ ತೆ ಬಗುನ್ ಅಜಾಪ್ ಹೊವ್ನ್ ಜಗ್ಗೊಳ್ ಜಾವ್ನ್ ಬಗುಚೆ ಮನುನ್ ಜಾವ್ಕ್ ಲಾಗಲ್ಯಾ ತನ್ನಾ, ತೆಕಾ ಎಕ್ ಧನ್ ಆಯ್ಕೊಯೆಲಿ ತಿ ಧನ್ ಧನಿಯಾಚಿ ಹೊಲ್ಲಿ,