Acts 7:45 — Compare Translations
7 translations compared side by side
Odia - 1840
"ଆମ୍ଭର ପୂର୍ବପୁରୁଷମାନେ ସହେି ପବିତ୍ର ତମ୍ବୁ ସାଙ୍ଗ ରେ ଆଣିଥିଲେ। ସହେି ସମୟରେ ୟିହୋଶୂୟଙ୍କ ନତେୃତ୍ବ ରେ ସମାନେେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନଇେଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନା ରେ ବାହାର କରି ଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ୟ୍ଯନ୍ତ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ଵର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ଵରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପରେ ଆମ ପୂର୍ବପୁରୁଷମାନେ ସେମାନଙ୍କ ପିତୃଗଣଠାରୁ ପାଇଥିବା ସେହି ତମ୍ବୁକୁ ଯିହୋଶୂୟଙ୍କ ସହିତ ବୋହି ନେଇ ଅଗ୍ରସର ହେଲେ ଓ ଈଶ୍ୱରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଅନ୍ୟ ଜାତିମାନଙ୍କର ଦେଶ ଅଧିକାର କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ବର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ଆମ୍ଭମାନଙ୍କ ପିତୃପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ୱର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆ ಬಿಡಾರ್ ಅಮ್ಚ್ಯಾ ಪುರ್ವಜ್ಯಾಕ್ನಿ ತೆಂಚ್ಯಾ ಬಾಬಾಂಚ್ಯಾಕ್ನಾ ಗಾವ್ಲೆ ಅನಿ ತೆನಿ ಜೊಶ್ವಾಚ್ಯಾ ಫುಡಾರ್ಕಿತ್ ಹ್ಯಾ ದೆಶಾಕ್ ಹಾನ್ಲ್ಯಾನಿ,ತ್ಯಾ ಯೆಳಾತ್ ಹ್ಯೊ ದೆಶ್ ಅನ್ಯಾ ಲೊಕಾಂಚ್ಯಾ ಹಾತಿತ್ ಹೊತ್ತೊ, ಖರೆ ದೆವಾನ್ ತೆಂಕಾ ಅಮ್ಚ್ಯಾ ಪುರ್ವಜಾಂಚ್ಯಾ ಇದ್ರಾಕುಚ್ ಭಾಯ್ರ್ ಘಾಟ್ಲ್ಯಾನ್ ಅನಿ ದಾವಿದಾಚ್ಯಾ ಯೆಳ್ ಪತರ್ಬಿ ಹೆ ಬಿಡಾರ್ ಥೈಚ್ ಹೊತ್ತೆ.