Acts 7:46 — Compare Translations
7 translations compared side by side
Odia - 1840
"ଦାଉଦ ପରମେଶ୍ବରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ବରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦବୋପାଇଁ ପରମେଶ୍ବରଙ୍କୁ ଅନୁ ରୋଧ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦାଉଦ ଈଶ୍ୱରଙ୍କ ସନ୍ତୋଷର ପାତ୍ର ହୋଇ ଯାକୁବଙ୍କ ଈଶ୍ୱରଙ୍କ ପାଇଁ ଏକ ଆବାସ ଗୃହ ପ୍ରସ୍ତୁତ କରିବାକୁ ତାଙ୍କର ଅନୁମତି ଚାହିଁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦାଉଦ ଈଶ୍ବରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ବରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ।
Odia IRV 2017 (ଓଡିଆ ବାଇବେଲ)
ଦାଉଦ ଈଶ୍ୱରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ୱରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಾವಿದಾಚ್ಯಾ ವರ್ತಿ ದೆವಾಚಿ ಕುರ್ಪಾ ಹೊತ್ತಿ, “ಮಿಯಾ ಜಾಕೊಬಾಚ್ಯಾ ದೆವಾಕ್ ವಸ್ತಿ ಕರುಕ್ ಮಾಗ್ನಿ ಕರ್ತಲೊ ಜಾಗೊ ಬಾಂದುಕ್ ಮಾಕಾ ಅವ್ಕಾಸ್ ಕರುನ್ ದಿ ಮನುನ್ ದಾವಿದಾನ್ ದೆವಾಕ್ಡೆ ಮಾಗುನ್ ಘೆಟ್ಲ್ಯಾನ್.