Acts 7:5 — Compare Translations
7 translations compared side by side
Odia - 1840
"ପରମେଶ୍ବର ତାହାଙ୍କୁ କିଛି ଦେଲେ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ଯ ନୁହେଁ। ସେତବେେଳେ ତାହାଙ୍କର କିଛି ପିଲାପିଲି ନଥିଲା। ପରମେଶ୍ବର ତାହାଙ୍କୁ ଓ ତାହାଙ୍କର ଭବିଷ୍ଯତ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦବୋପାଇଁ ପ୍ରତିଜ୍ଞା କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ତାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି ସେତେବେଳେ ତାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାଙ୍କୁ ଓ ତାଙ୍କ ଭବିଷ୍ୟଦ୍ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ସେତେବେଳେ ଅବ୍ରହାମଙ୍କ ଏହି ଦେଶରେ କୌଣସି ସମ୍ପତ୍ତି, ଏପରି କି ଏକ ବର୍ଗ ମିଟର ଜମି ସୁଦ୍ଧା ଦେଇ ନ ଥିଲେ। କିନ୍ତୁ ଈଶ୍ୱର ପ୍ରତିଜ୍ଞା କରିଥିଲେ, ଅବ୍ରହାମଙ୍କୁ ଏହି ଦେଶ ଦେବେ ଓ ଏହା ତାଙ୍କର ଓ ତାଙ୍କ ବଂଶଧରମାନଙ୍କର ନିଜସ୍ୱ ହୋଇ ରହିବ। ଈଶ୍ୱର ସେହି ପ୍ରତିଜ୍ଞା କରିବାବେଳେ ଅବ୍ରହାମ ନିଃସନ୍ତାନ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟଦ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ದೆವಾನ್ ತೆಕಾ ಖಲೆ ಸೆತ್ ಬಿ ದಿವ್ಕ್ ನಾ, ಎಕ್ ಗೆನ್ಬರ್ ಜಾಗೊ ಬಿ ದೆವಾನ್ ತೆಕಾ ದಿವ್ಕ್ ನಾ, ಖರೆ ತೆಕಾ ಅಜುನ್ ಪೊರಾಬಿ ಹೊವ್ಚ್ಯಾ ಅದ್ದಿಚ್ ತುಕಾ ಅನಿ ತುಜ್ಯಾ ಪೊರಾಕ್ನಿ ಹ್ಯೊ ದೆಶ್ ಮಿಯಾ ದಿತಾ ಮನುನ್ ದೆವಾನ್ ತೆಕಾ ಗೊಸ್ಟ್ ದಿಲ್ಯಾನ್.