Acts 7:6 — Compare Translations
7 translations compared side by side
Odia - 1840
"ପରମେଶ୍ବର ତାହାଙ୍କୁ ଏହିକଥା କହିଥିଲେ, 'ତୁମ୍ଭର ସନ୍ତାନମାନେ ବିଦେଶ ରେ ଦାସ କର୍ମ କରିବେ। ସମାନେେ ତାହାଙ୍କୁ ଚ଼ାରିଶହ ବର୍ଷ ପର୍ୟ୍ଯନ୍ତ ଖରାପ ବ୍ଯବହାର କରିବେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଈଶ୍ଵର ଏହିପରି କହିଲେ, ତାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେସ୍ଥାନର ଲୋକେ ସେମାନଙ୍କୁ ଚାରିଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ଵରେ ରଖି ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେଳେ ଈଶ୍ୱର ତାଙ୍କୁ ଏହି କଥା କହିଲେ! ‘ତୁମର ବଂଶଧରମାନେ କ୍ରୀତଦାସ ରୂପେ ବିଦେଶରେ ବାସ କରିବେ ଓ ଚାରିଶହ ବର୍ଷ ପର୍ଯ୍ୟନ୍ତ ନିର୍ଯ୍ୟାତିତ ହେବେ।
Odia Bible ERV 2004 (ପବିତ୍ର ବାଇବଲ)
“ପରମେଶ୍ୱର ତାହାଙ୍କୁ ଏହିକଥା କହିଥିଲେ, ‘ତୁମ୍ଭର ସନ୍ତାନମାନେ ବିଦେଶରେ ଦାସ କର୍ମ କରିବେ। ସେମାନେ ତାହାଙ୍କୁ ଗ୍ଭରିଶହ ବର୍ଷ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଈଶ୍ବର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ।
Odia IRV 2017 (ଓଡିଆ ବାଇବେଲ)
ଈଶ୍ୱର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ದೆವಾನ್ ತೆಕಾ, ತುಜ್ಯಾ ಪಿಳ್ಗಿಚಿ ಲೊಕಾ, ದುಸ್ರ್ಯಾ ದೆಶ್ಯಾತ್ ರ್ಹಾತ್ಯಾತ್ ಅನಿ ತೆನಿ ಥೈ ದುಸ್ರಿ ಲೊಕಾ ಸಾರ್ಕೆ ಹೊವ್ನ್ ರ್ಹಾತ್ಯಾತ್, ಥೈತ್ಲಿ ಮಾನ್ಸಾ ತೆಂಕಾ ದಾಸ್ ಕರುನ್ ಘೆವ್ನ್ ಸುಮಾರ್ ಚಾರ್ ಸೆಂಬರ್ ವರ್ಸಾ ಕ್ರುರ್ ಹೊವ್ನ್ ಚಾಲ್ವುತಾತ್.