Acts 8:2 — Compare Translations
6 translations compared side by side
Odia - 1840
"କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି କେତେକ ଜଣ ଭକ୍ତ ଲୋକ ସ୍ତିଫାନଙ୍କୁ ସମାଧି ଦେଇ ତାଙ୍କ ନିମନ୍ତେ ବହୁତ ବିଳାପ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କେତେକ ଈଶ୍ୱର ଭକ୍ତ ଉଚ୍ଚ ସ୍ୱରରେ ବିଳାପ କରି ସ୍ତିଫାନଙ୍କ ମୃତ ଦେହକୁ ସମାଧି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି କେତେକ ଭକ୍ତ ଲୋକମାନେ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ।
Odia IRV 2017 (ଓଡିଆ ବାଇବେଲ)
ତଥାପି କେତେକ ଜଣ ଭକ୍ତ ଲୋକ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಥೊಡ್ಯಾ ಲೊಕಾನಿ ಸ್ತೆಪನಾಕ್ ನ್ಹೆವ್ನ್ ಸಮಾಧಿ ಕರ್ಲ್ಯಾನಿ, ಅನಿ ತೆನಿ ಸ್ತೆಪನಾ ಸಾಟ್ನಿ ಲೈ ರಡುನ್ ಅಳಾಪ್ ಕರ್ಲ್ಯಾನಿ,