Acts 8:27 — Compare Translations
7 translations compared side by side
Odia - 1840
"ଫିଲିପ୍ପ ପ୍ରସ୍ତୁତ ହାଇେ ବାହାରିଲେ। ସହେି ରାସ୍ତା ରେ ଜଣେ ନପୁଂସକ ସଙ୍ଗ ରେ ଦଖାେ ହେଲା। ସହେି ନଫୁସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଚ଼ାରୀ ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାଯିତ୍ବ ରେ ଥିଲେ। ନଫୁସକ ଜଣକ ଉପାସନା କରିବା ପାଇଁ ୟିରୂଶାଲମକୁ ଯାଇଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେ ଉଠି ଗମନ କଲେ । ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ତାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର।। ନପୁଂସକ, ଯେ ତାଙ୍କ ସମସ୍ତ ଧନଭଣ୍ତାରର ବେବର୍ତ୍ତା ଥିଲେ, ସେ ପୂଜା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେଳେ ଇଥିଓପିଆ ସାମ୍ରାଜ୍ଞୀଙ୍କ ରାଜକୋଷ ଦାୟିତ୍ୱତରେ ଥିବା ଇଥିଓପିଆର ଜଣେ ନପୁଂସକ କର୍ମଚାରୀ ତାଙ୍କ ଗୃହକୁ ଫେରୁଥିଲେ। ସେ ଈଶ୍ୱରଙ୍କୁ ଉପାସନା କରିବା ପାଇଁ ଯିରୂଶାଲମକୁ ଯାଇଥିଲେ ଓ ତାଙ୍କ ରଥରେ ବସି ଘରକୁ ଫେରୁଥିଲେ। ସେ ରଥରେ ଫେରିବା ସମୟରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ପାଠ କରୁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଫିଲିପ୍ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେ ଉଠି ଗମନ କଲେ। ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଆସିଥିଲେ;
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେ ଉଠି ଗମନ କଲେ । ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧିନସ୍ଥ ଜଣେ ଉଚ୍ଚ ପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା (କୋଷାଧ୍ୟକ୍ଷ) ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ಫಿಲಿಪ್ ತಯಾರ್ ಹೊವ್ನ್ ಜಾವ್ಲಾಲೊ, ತನ್ನಾ ಇಥಿಯೊಫಿಯಾತ್ಲೊ, ಎಕ್ ಮಾನುಸ್ ತೆಕಾ ವಾಟೆರ್ ದಿಸ್ಲೊ, ಹೊ ಮಾನುಸ್ ಹಿಜ್ಡಾ ಹೊಲ್ಲೊ, ಇಥಿಯೊಫಿಯಾಚ್ಯಾ ರಾನಿಚ್ಯಾ ಆಸ್ಥಾನಾತ್ ಹ್ಯೊ ಮೊಟೊ ಅಧಿಕಾರಿ ಹೊವ್ನ್ ಹೊತ್ತೊ ಪೈಸೆ ಸಗ್ಳ್ಯೆ ಬಗುನ್ ಘೆತಲಿ ಜವಾಬ್ದಾರಿ ತೆಕಾಚ್ ಹೊತ್ತಿ, ತೊ ದೆವಾಚಿ ಸ್ತುತಿ ಕರುಕ್ ಸಾಟ್ನಿ ಜೆರುಜಲೆಮಾಕ್ ಗೆಲ್ಲೊ.