Acts 9:26 — Compare Translations

7 translations compared side by side

Odia - 1840
"ଶାଉଲ ୟିରୂଶାଲମ ରେ ପହଞ୍ଚି ବିଶ୍ବାସୀ ଶିଷ୍ଯମାନଙ୍କ ସହିତ ଯୋଗଦବୋ ପାଇଁ ଚେ଼ଷ୍ଟା କଲେ, କିନ୍ତୁ ସମାନେେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତ ରେ ଯୀଶୁଙ୍କର ଶିଷ୍ଯ ହାଇେଅଛନ୍ତି, ଏହା ଶିଷ୍ଯମାନେ ବିଶ୍ବାସ କଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ଵାସ ନ କରି ସମସ୍ତେ ତାଙ୍କୁ ଭୟ କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶାଉଲ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ଯୋଗ ଦେବା ପାଇଁ ଚେଷ୍ଟା କଲେ। କିନ୍ତୁ ସେ ଜଣେ ଶିଷ୍ୟ ବୋଲି ସେମାନେ ଆଦୌ ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ଭୟ କରୁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯିରୁଶାଲମରେ ଶାଉଲ ଶାଉଲ ଯିରୁଶାଲମରେ ପହଞ୍ଚି ବିଶ୍ୱାସୀ ଶିଷ୍ୟମାନଙ୍କ ସହିତ ଯୋଗଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ସେ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾವ್ಲ್ ಜೆರುಜಲೆಮಾಕ್ ಗೆಲೊ, ತೆನೆ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಕ್ ಮಿಳುಚೆ ಮನುನ್ ಕಟ್ಪಟ್ಲ್ಯಾನ್, ಖರೆ ತೆನಿ ಸಗ್ಳ್ಯಾನಿ ತೆಕಾ ಭಿಂವ್ಲ್ಯಾನಿ, ಸಾವ್ಲ್ ಖರೆಚ್ ಜೆಜುಚೊ ಶಿಸಾ ಮನ್ತಲೆ ತೆನಿ ವಿಶ್ವಾಸ್ ಕರುಕ್ ನಾತ್.