Acts 9:28 — Compare Translations

7 translations compared side by side

Odia - 1840
"ତାପରେ ଶାଉଲ ସମାନଙ୍କେ ସହିତ ରହି, ୟିରୂଶାଲମର ପ୍ରେତ୍ୟକକ ସ୍ଥାନ ରେ ପ୍ରଭୁଙ୍କର ନାମ ରେ ସାହାସର ସହିତ ପ୍ରଚ଼ାର କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ସେମାନଙ୍କ ସହିତ ଯିରୂଶାଲମରେ ଗମନାଗମନ କରି,
Odia BSI (ପବିତ୍ର ବାଇବଲ (CL) NT (BSI))
ଏହାପରେ ଶାଉଲ ପ୍ରେରିତ ଶିଷ୍ୟମାନଙ୍କ ସଙ୍ଗରେ ରହିଲେ ଓ ଯିରୂଶାଲମର ଚାରିଆଡ଼କୁ ଯାଇ ସାହସର ସହିତ ପ୍ରଭୁଙ୍କ ନାମରେ ପ୍ରଚାର କଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଶାଉଲ ସେମାନଙ୍କ ସହିତ ରହି, ଯିରୁଶାଲମର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କର ନାମରେ ସାହସର ସହିତ ପ୍ରଗ୍ଭର କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେ ସେମାନଙ୍କ ସହିତ ଯିରୂଶାଲମ ସହରରେ ଗମନାଗମନ କରି,
Odia IRV 2017 (ଓଡିଆ ବାଇବେଲ)
ଆଉ,ସେ ସେମାନଙ୍କ ସହିତ ଯିରୂଶାଲମରେ ଗମନାଗମନ କରି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ದಿಸಾಚ್ಯಾನ್ ಸಾವ್ಲಾನ್ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾ ವಾಂಗ್ಡಾ ಹೊತ್ತೊ, ತೆನಿ ಧನಿಯಾಚ್ಯಾ ನಾವಾರ್ ಜೆರುಜಲೆಮಾತ್ಬಿ ಧೈರ್ಯಾನ್ ಶಿಕಾಪ್ ಕರ್‍ಲ್ಯಾನ್.