Acts 9:32 — Compare Translations

7 translations compared side by side

Odia - 1840
"ଇତି ମଧିଅରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶଷେ ରେ ଲୂଦ ନଗର ରେ ରହୁଥିବା ସାଧୁମାନଙ୍କ ପାଖ ରେ ଆସି ପହନ୍ଚିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦନିବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ବିଭିନ୍ନ ସ୍ଥାନରେ ଭ୍ରମଣ କରୁ କରୁ ଥରେ ଲୁଦାରେ ବାସ କରୁଥିବା ପ୍ରଭୁଙ୍କ ଲୋକମାନଙ୍କୁ ସାକ୍ଷାତ କରିବାକୁ ଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ଲୂଦ ଓ ଯାଫୋରେ ପିତର ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦ ନଗରବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ।
Odia IRV 2017 (ଓଡିଆ ବାଇବେଲ)
ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦନିବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪೆದ್ರು ಜೆರುಜಲೆಮಾಚ್ಯಾ ಅಜು ಬಾಜು ಹೊತ್ತ್ಯಾ ಗಾಂವಾತ್ನಿ ಜಾಂವ್ನ್ಗೆತ್ ರಾತಾನಾ ಲಿಡ್ಡಾ ಮನ್ತಲ್ಯಾ ಗಾಂವಾತ್ ಹೊತ್ತ್ಯಾ ದೆವಾಚ್ಯಾ ಲೊಕಾಕ್ನಿ ಭೆಟುಚೆ ಮನುನ್ ಥೈ ಗೆಲೊ.