Acts 9:35 — Compare Translations
7 translations compared side by side
Odia - 1840
"ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫରଣେ କରି ପ୍ରଭୁଙ୍କଠା ରେ ବିଶ୍ବାସ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଲୂଦ ଓ ଶାରୋଣ ନିବାସୀ ସମସ୍ତେ ତାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହିକ୍ଷଣି ଏନିୟ ଉଠି ଠିଆ ହେଲେ। ଏହା ଦେଖି ଲୁଦା ଓ ଶାରୋଣରେ ବାସ କରୁଥିବା ଲୋକମାନେ ସମସ୍ତେ ପ୍ରଭୁଙ୍କ ଆଡ଼କୁ ମନ ଫେରାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲಿಡ್ಡಾ ಅನಿ ಸಾರೊನಾಚ್ಯಾ ಮಾಳಾತ್ ಜಿವನ್ ಕರಿತ್ ಹೊತ್ತಿ ಸಗ್ಳ್ಯಾ ಲೊಕಾನಿ ತೆಕಾ ಬಗುನ್ ಧನಿಯಾಕ್ಡೆ ಮನ್ ಪರತ್ಲ್ಯಾನಿ.