Colossians 2:22 — Compare Translations
7 translations compared side by side
Odia - 1840
"ଏହି ଜାଗତିକ ନିୟମଗୁଡ଼ିକ ସହେିସବୁ ବିଷୟ ରେ ଅଟେ, ଯାହା କି ବ୍ଯବହାର ହବୋ ପରେ ନଷ୍ଟ ହାଇଯୋଆନ୍ତି। ସହେି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ଯମାନଙ୍କଠାରୁ, ପରମେଶ୍ବରଙ୍କଠାରୁ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିସବୁ ବସ୍ତୁ ଭୋଗ ଦ୍ଵାରା କ୍ଷୟ ପାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏସବୁ ବିଷୟ କ୍ଷୟଣୀୟ। ଏହା ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ମୂଲ୍ୟହୀନ ହୋଇପଡ଼େ। ଏଗୁଡ଼ିକ କେବଳ ମନୁଷ୍ୟକୃତ ନିୟମ ଓ ଶିକ୍ଷା।
Odia Bible ERV 2004 (ପବିତ୍ର ବାଇବଲ)
ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହିସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ।
Odia IRV 2017 (ଓଡିଆ ବାଇବେଲ)
ଏହି ସବୁ ବସ୍ତୁ ବ୍ୟବହାର ଦ୍ୱାରା କ୍ଷୟ ପାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಗಾಚ್ಯಾ ವಿಶಯಾಂಚಿ ನೆಮಾ ಸಗ್ಳಿ ವಾಪ್ರುನ್ ಹೊಲ್ಲ್ಯಾ ಮಾನಾ, ನಾಸ್ ಹೊವ್ನ್ ಜಾತಾತ್ ತಿ ಸಗ್ಳಿ ಮಾನ್ಸಾಂಚಿ ನೆಮಾ ಅನಿ ಶಿಕಾಪಾ, ದೆವಾಚಿ ನ್ಹಯ್.