Colossians 2:3 — Compare Translations
7 translations compared side by side
Odia - 1840
"ଖ୍ରୀଷ୍ଟଙ୍କଠା ରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହାଇେଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ଚାବି କାଠି, ଯାହା ଈଶ୍ୱରଙ୍କର ବୁଦ୍ଧି ଓ ଜ୍ଞାନରୂପ ସମସ୍ତ ଗୁପ୍ତ ସମ୍ପଦର ଭଣ୍ଡାର ଖୋଲିଦିଏ।
Odia Bible ERV 2004 (ପବିତ୍ର ବାଇବଲ)
ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି।
Odia IRV 2017 (ଓଡିଆ ବାଇବେଲ)
ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕ್ರಿಸ್ತಾಕ್ಡೆ ಸಗ್ಳೆ ಶಾನೆಪಾನ್ ಅನಿ ಸಾವ್ಕಾರ್ಕಿ ನಿಪ್ಪುನ್ ಥವಲ್ಲಿ ಹಾಯ್, ತೊಚ್ ನಿಪ್ಪುನ್ ಥವಲ್ಲೆ ಕಾಡುಕ್ ಚಾವಿ.