Colossians 2:4 — Compare Translations
7 translations compared side by side
Odia - 1840
"ମାରେ ଏପରି କହିବା ଉଦ୍ଦେଶ୍ଯ ଯେ ତୁମ୍ଭମାନଙ୍କୁ ଯେପରି କହେି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ଯ ଶିକ୍ଷା ଦ୍ବାରା ବିଭ୍ରାନ୍ତ କରି ନ ଦେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି ଯେପରି ତୁମ୍ଭମାନଙ୍କୁ ବାକ୍ଚାତୁରି ଦ୍ଵାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
କେହି ତୁମ୍ଭମାନଙ୍କୁ ଯେପରି ବାକ୍ ଚାତୁରୀରେ ପ୍ରତାରିତ ନ କରେ, ସେଥିପାଇଁ ମୁଁ ଏହା କହି ରଖୁଛି।
Odia Bible ERV 2004 (ପବିତ୍ର ବାଇବଲ)
ମୋର ଏପରି କହିବା ଉଦ୍ଦେଶ୍ୟ ଯେ ତୁମ୍ଭମାନଙ୍କୁ ଯେପରି କେହି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ୟ ଶିକ୍ଷା ଦ୍ୱାରା ବିଭ୍ରାନ୍ତ କରି ନ ଦେଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି ଯେପରି ତୁମ୍ଭମାନଙ୍କୁ ବାକ୍ଚାତୁରି ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି।
Odia IRV 2017 (ଓଡିଆ ବାଇବେଲ)
କେହି ଯେପରି ତୁମ୍ଭମାନଙ୍କୁ ବାକ୍ଚାତୁରି ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್ಬಿ ತುಮ್ಕಾ ಸಮಾ ದಿಸ್ತಲ್ಯಾ ಝುಟ್ಯಾ ಬೊಲ್ನ್ಯಾನಿ ಪಸ್ವುನಸಿ ಸಾರ್ಕೆ ಹಿ ಸಂಗ್ತಿಯಾ ತುಮ್ಕಾ ಸಾಂಗ್ಲಾ.