Colossians 3:9 — Compare Translations

7 translations compared side by side

Odia - 1840
"ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରସ୍ପର ମିଥ୍ୟା କୁହ ନାହିଁ; ତୁମ୍ଭେମାନେ ତ ପୁରାତନ ସ୍ଵଭାବ ଓ
Odia BSI (ପବିତ୍ର ବାଇବଲ (CL) NT (BSI))
ପରସ୍ପରକୁ ମିଥ୍ୟା କୁହ ନାହିଁ, କାରଣ ତୁମ୍ଭେମାନେ ପୁରାତନ ସ୍ୱଭାବ ଓ ତା’ର ଆଚରଣ ପରିତ୍ୟାଗ କରିଛ,
Odia Bible ERV 2004 (ପବିତ୍ର ବାଇବଲ)
ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ
Odia IRV 2017 (ଓଡିଆ ବାଇବେଲ)
ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕಾಮೆಕಾಕ್ ಝುಟೆ ಸಾಂಗುನಕಾಸಿ, ಕಶ್ಯಾಕ್ ಮಟ್ಲ್ಯಾರ್, ತುಮಿ ತುಮ್ಚೆ ಜುನ್ನೆ ಪಾಪಾನ್ ಭರಲ್ಲೆ ಜಿವನ್ ಅನಿ ತುಮ್ಚಿ ಅದ್ಲಿ ಚಾಲ್ ಮುಳಾ ಸಮೆತ್ ಕಾಡುನ್ ಸೊಡುನ್ ಸೊಡ್ಲ್ಯಾಸಿ.