Deuteronomy 10:7 — Compare Translations

5 translations compared side by side

Odia - 1840
"ଏହାପରେ ସଠାେରକ୍ସ୍ଟ ସମାନେେ ଗକ୍ସ୍ଟଦ୍-ଗୋଦାକକ୍ସ୍ଟ ୟାତ୍ରା କଲେ ଓ ଗକ୍ସ୍ଟଦ୍ ଗୋଦାରକ୍ସ୍ଟ ଜଳଷୋର୍ତମଯ ଦେଶ ୟଟବାଥାକକ୍ସ୍ଟ ୟାତ୍ରା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଠାରୁ ସେମାନେ ଗୁଦ୍ଗୋଦାକୁ ଯାତ୍ରା କଲେ ଓ ଗୁଦ୍ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେଠାରୁ ସେମାନେ ଗୁ‌ଦ୍‌ଗୋଦାକୁ ଯାତ୍ରା କଲେ ଓ ଗୁ‌ଦ୍‌ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଠାରୁ ସେମାନେ ଗୁଦ୍‍ଗୋଦାକୁ ଯାତ୍ରା କଲେ ଓ ଗୁଦ୍‍ଗୋଦାରୁ ଜଳସ୍ରୋତମୟ ଦେଶ ଯଟ୍‍ବାଥାକୁ ଯାତ୍ରା କଲେ।
Odia IRV 2017 (ଓଡିଆ ବାଇବେଲ)
ସେଠାରୁ ସେମାନେ ଗୁଦ୍‍ଗୋଦାକୁ ଯାତ୍ରା କଲେ ଓ ଗୁଦ୍‍ଗୋଦାରୁ ଜଳସ୍ରୋତମୟ ଦେଶ ଯଟ୍‍ବାଥାକୁ ଯାତ୍ରା କଲେ।