Deuteronomy 14:15 — Compare Translations

5 translations compared side by side

Odia - 1840
"ଓଟପକ୍ଷୀ, ତାମସ ପକ୍ଷୀ, ସମକ୍ସ୍ଟଦ୍ର ଚିଲ ଓ ଆପଣା ଜାତି ଅନକ୍ସ୍ଟସା ରେ ଛଞ୍ଚାଣ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଉଷ୍ଟ୍ରପକ୍ଷୀ ଓ ତାମସପକ୍ଷୀ ଓ ସମୁଦ୍ରଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;
Odia Bible ERV 2004 (ପବିତ୍ର ବାଇବଲ)
ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ ଓ ଆପଣା ଜାତି ଅନୁସାରେ ଛଞ୍ଚାଣ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;
Odia IRV 2017 (ଓଡିଆ ବାଇବେଲ)
ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;