Deuteronomy 14:6 — Compare Translations
5 translations compared side by side
Odia - 1840
"ପଶକ୍ସ୍ଟଗଣ ମଧ୍ଯରକ୍ସ୍ଟ ଯେତେ ପଶକ୍ସ୍ଟଙ୍କର ବିଭକ୍ତ ଖକ୍ସ୍ଟରା ଓ ଦ୍ବିଖଣ୍ତ ଖକ୍ସ୍ଟରା ବିଶିଷ୍ଟ ଓ ପାକକ୍ସ୍ଟଳ କରନ୍ତି, ସେସବୁ ତୁମ୍ଭମାନେେ ଭୋଜନ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା ଓ ଦ୍ଵିଖଣ୍ତ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
ପଶୁଗଣ ମଧ୍ୟରୁ ଯେତେ ପଶୁର ବିଭକ୍ତ ଖୁରା ଓ ଦ୍ୱିଖଣ୍ଡ ଖୁରା ବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।
Odia IRV 2017 (ଓଡିଆ ବାଇବେଲ)
ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।