Deuteronomy 19:4 — Compare Translations

5 translations compared side by side

Odia - 1840
" ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ନରହତ୍ୟାକାରୀ ସେ ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି; କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକି ଅଜ୍ଞାତସାରରେ ବଧ କରେ;
Odia Bible ERV 2004 (ପବିତ୍ର ବାଇବଲ)
“ସେହି ନଗରକୁ ଯେଉଁ ନରହତ୍ୟାକାରୀମାନେ ଯିବେ, ସେମାନେ ଜାଣିଶୁଣି ନରହତ୍ୟା କରି ନ ଥିବେ। ଅଜ୍ଞାତ ସାରରେ ଏବଂ ସେ ଯାହାକୁ ହତ୍ୟା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସେହି ଲୋକମାନେ କେବଳ ସେଠାକୁ ଯାଇ ଆଶ୍ରୟ ନେଇ ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ;
Odia IRV 2017 (ଓଡିଆ ବାଇବେଲ)
ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ;