Deuteronomy 19:5 — Compare Translations
5 translations compared side by side
Odia - 1840
"ଉଦାହରଣ ସ୍ବରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକକ୍ସ୍ଟ କାଠ କାଟିବାକକ୍ସ୍ଟ ୟାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରକ୍ସ୍ଟ ବାହାରି କାଠ ରେ ନ ବାଜି ଅନ୍ୟ ଲୋକ ଜଣଙ୍କକ୍ସ୍ଟ ଆଘାତ କରେ ଏବଂ ସହେି ଲୋକ ଜଣଙ୍କର ମୃତକ୍ସ୍ଟ୍ଯ ଘଟେ। ଯେଉଁଲୋକ ଟାଙ୍ଗିଆ ବକ୍ସ୍ଟଲାଉଥିଲା। ସେ ସହେି ତିନି ନଗରକକ୍ସ୍ଟ ପଳାଇୟାଇ ନିରାପଦ ରେ ରହିପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଥା, କେହି ଆପଣା ପ୍ରତିବାସୀ ସଙ୍ଗରେ କାଠ ହାଣିବାକୁ ବନକୁ ଗଲା, ପୁଣି ଗଛ ହାଣିବା ପାଇଁ ତାହାର ହସ୍ତ କୁହ୍ରାଡ଼ି ଉଞ୍ଚାନ୍ତେ, କୁହ୍ରାଡ଼ି-ମୁଣ୍ତ ବେଣ୍ଟରୁ ଖସି ପ୍ରତିବାସୀ ଉପରେ ପଡ଼ିଲା, ତହିଁରେ ସେ ମଲା; ଏପରି ଲୋକ ସେହି ନଗରମାନ ମଧ୍ୟରୁ ଏକ ନଗରକୁ ପଳାଇ ବଞ୍ଚିବ ।
Odia Bible ERV 2004 (ପବିତ୍ର ବାଇବଲ)
ଉଦାହରଣ ସ୍ୱରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକୁ କାଠ କାଟିବାକୁ ଯାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରୁ ବାହାରି କାଠରେ ନ ବାଜି ଅନ୍ୟ ଲୋକ ଜଣକୁ ଆଘାତ କରେ ଏବଂ ସେହି ଲୋକ ଜଣକର ମୃତ୍ୟୁ ଘଟେ। ଯେଉଁ ଲୋକ ଟାଙ୍ଗିଆ ବୁଲାଉଥିଲା। ସେ ସେହି ତିନି ନଗରକୁ ପଳାଇଯାଇ ନିରାପଦରେ ରହିପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଥା, କେହି ଆପଣା ପ୍ରତିବାସୀ ସଙ୍ଗରେ କାଠ ହାଣିବାକୁ ବନକୁ ଗଲା, ପୁଣି ଗଛ ହାଣିବା ପାଇଁ ତାହାର ହସ୍ତ କୁହ୍ରାଡ଼ି ଉଞ୍ଚାନ୍ତେ, କୁହ୍ରାଡ଼ି-ମୁଣ୍ଡ ବେଣ୍ଟରୁ ଖସି ପ୍ରତିବାସୀ ଉପରେ ପଡ଼ିଲା, ତହିଁରେ ସେ ମଲା; ଏପରି ଲୋକ ସେହି ନଗରମାନ ମଧ୍ୟରୁ ଏକ ନଗରକୁ ପଳାଇ ବଞ୍ଚିବ।
Odia IRV 2017 (ଓଡିଆ ବାଇବେଲ)